ହାଓଲା ଗ୍ୟାଙ୍ଗ୍‌ରେ ପୁଲିସ ସାମିଲ୍ ମାମଲା: ସ୍ପେସାଲ ସ୍କ୍ବାଡ୍ ଏସ୍ଆଇଙ୍କୁ ବଞ୍ଚାଇଲେ କାହିଁକି?

ଭୁବନେଶ୍ବର: ଆଜି ରାଜଧାନୀରେ ଧରା ପଡ଼ିଥିବା ଅଙ୍ଗାଡ଼ିଆ ଠକ ଗ୍ୟାଙ୍ଗ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଉକ୍ତ ଗ୍ୟାଙ୍ଗ୍‌ରେ ସାମିଲ୍ ଥିବା ୩ ପୁଲିସ କର୍ମଚାରୀଙ୍କ ଗିରଫଦାରୀ କଥା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମାମଲାରୁ ସ୍ପେଶାଲ୍‌ ସ୍କ୍ବାଡ୍‌ର ଜଣେ ଏସ୍‌ଆଇଙ୍କୁ ଖସାଇ ଦିଆଯାଇଥିବା ଘଟଣା ଉପରିସ୍ଥ ଅଧିକାରୀମାନଙ୍କୁ ଅଧିକ ଚର୍ଚ୍ଚାକୁ ଟାଣି ନେଇଛି। ଲୁଟେରା ଗ୍ୟାଙ୍ଗ୍‌ରେ ପୁଲିସ କର୍ମଚାରୀ ସାମିଲ୍ ହେବା ଭଳି କଳଙ୍କିତ ଘଟଣାରୁ … Continue reading ହାଓଲା ଗ୍ୟାଙ୍ଗ୍‌ରେ ପୁଲିସ ସାମିଲ୍ ମାମଲା: ସ୍ପେସାଲ ସ୍କ୍ବାଡ୍ ଏସ୍ଆଇଙ୍କୁ ବଞ୍ଚାଇଲେ କାହିଁକି?